ଇସ୍ରାଏଲରୁ ବାଇଡେନ ବିଦାୟ ନେବା ପରେ ଆମେରିକା ସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ, ୧୯।୧୦: ଇସ୍ରାଏଲରୁ ବାଇଡେନ ଫେରିବାର କେଇଘଣ୍ଟା ପରେ ସିରିୟାରେ ଥିବା ଆମେରିକାର ଦୁଇଟି ସେନା କ୍ୟାମ୍ପ ଉପରକୁ ଡ୍ରୋନ୍ ଆକ୍ରମଣ ହୋଇଥିବା ଖବର ମିଳିଛି। ସମର୍ଥିତ ଆତଙ୍କୀ ସଂଗଠନ ଏହି ଆକ୍ରମଣ କରିଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସିରିୟା ରହିଥିବା ଇରାନ ଏବଂ ଜୋର୍ଡାନ ସୀମାବର୍ତୀ ଅଞ୍ଚଳରେ ଏହି ଡ୍ରୋନ୍ ଆକ୍ରମଣ ହୋଇଛି ଏବଂ ଉତ୍ତରରେ ଦିଏର ଅଲ-ଜୋର ଅଞ୍ଚଳରେ ହୋଇଛି।

ଏହି ଆକ୍ରମଣ ସମ୍ପର୍କରେ ଆମେରିକା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ, ଏବଂ ସ୍ତନ୍ୟ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ତେବେ ଖବର ସରବରାହ ସଂସ୍ଥା ଏପି ନ୍ୟୁଜ ରିପୋର୍ଟ କରିଛି ଯେ ଦୁଇଟି ଡ୍ରୋନ୍ କୁ ଶୂନ୍ୟରେ ହିଁ ଧ୍ବଂସ କରିଦିଆଯାଇଥିଲା ଦିଆଯାଇଥିଲା, କିନ୍ତୁ କ୍ୟାମ୍ପ ଉପରେ ପଡିଥିଲା ଯାହା କାରଣରୁ କିଛି ସରଞ୍ଜାମ କ୍ଷତିଗ୍ରସ୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ‘ନର୍କ’ ପାଲଟିଗଲାଣି ବାଂଲାଦେଶ, ପଛରେ ପଡିଲାଣି ହାସିନାଙ୍କ ଶାସନ କାଳ

ଢାକା,୧୧।୩: ମହିଳାଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ହିଂସା ଏବଂ ଯୌନ ଅପରାଧକୁ ନେଇ ବାଂଲାଦେଶରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସାମ୍ପ୍ରତିକ ସମୟରେ, ସାରା...

Train Hijacked in Pakistan: ପାକିସ୍ତାନରେ ଟ୍ରେନ ହାଇଜ୍ୟାକ୍‌: କିଏ ଏହି ବାଲୁଚ ଆତଙ୍କବାଦୀ, ଯିଏ ଦେଶରେ ପକେଇଲା ଚହଳ

ଇସଲାମବାଦ,୧୧।୩: ପାକିସ୍ତାନରେ ଟ୍ରେନ ହାଇଜ୍ୟାକ୍‌ କଲେ ଆତଙ୍କବାଦୀ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍‌ କରିଛି। କେବଳ ଏତିକି ନୁହେଁ,...

କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା...

ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶହଶହ ଯାତ୍ରୀଙ୍କୁ ରଖିଲେ ବନ୍ଧକ

ଇସଲାମାବାଦ,୧୧।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍‌ରେ ଥିବା ସମସ୍ତ...

ମରିସସ ରାଷ୍ଟ୍ରପତିଙ୍କୁ ବିଶେଷ ଉପହାର ଦେଲେ ମୋଦି

ପୋର୍ଟ ଲୁଇସ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୋର୍ଟ ଲୁଇସରେ ମରିସସ ରାଷ୍ଟ୍ରପତି ଧରମ ଗୋଖୁଲଙ୍କୁ ଭେଟି ମହାକୁମ୍ଭର ପବିତ୍ର ଗଙ୍ଗା ଜଳ ପ୍ରଦାନ କରିଛନ୍ତି।...

Women Topless Parade: ରାସ୍ତା ମଝିରେ ବିନ ପୋଷାକରେ ପରେଡ କଲେ ମହିଳା, ସମସ୍ତେ ଦେଖି କାବା

ପ୍ୟାରିସ,୧୧।୩: ପ୍ୟାରିସରେ ଫାସିବାଦ ବିରୋଧରେ ମହିଳାମାନେ ବିନା ପୋଷାକରେ ପ୍ରତିବାଦ କରୁଛନ୍ତି। ୮ ମାର୍ଚ୍ଚରେ ଯେତେବେଳେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଉଥିଲା, ଫ୍ରାନ୍ସରେ...

ଭାରତର ନିଦ ହଜାଇଲା ପାକିସ୍ତାନ, କିଣିଲା କୋଟି କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର!

ଇସଲାମାବାଦ,୧୧।୩: ପାକିସ୍ତାନ ନିଜର ଖାଲି ରାଜକୋଷ ପାଇଁ ଦୁଃଖ ପ୍ରକାଶ କରୁଥିବା ବେଳେ, ଅସ୍ତ୍ରଶସ୍ତ୍ର କିଣିବାରେ ଏତେ ଟଙ୍କା ଖର୍ଚ୍ଚ କରିଥିଲା ଯେ ଏହା ଅସ୍ତ୍ରଶସ୍ତ୍ର...

ନୂଆ କାର୍‌ କିଣିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ, ସୋସିଆଲ ମିଡିଆରେ ଶେୟାର କରି କହିଲେ…

ଓ୍ବାଶିଂଟନ୍‌,୧୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଏକ ନୂତନ ଟେସଲା କାର୍‌ କିଣିବାକୁ ଯୋଜନା କରୁଛନ୍ତି, ଯାହାକୁ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri