Advertisement

୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୫ା୮: ୩ ବିଧାୟକଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ନେଇ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ବିନୀ ପାତ୍ର ଏବଂ ବ୍ୟୋମକେଶ ରାୟଙ୍କୁ ହାଇକୋର୍ଟ ନୋଟିସ୍‌ କରିବା ସହ ଜବାବ ଦାଖଲ କରିବାକୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share