ଥିରୁଭାନନ୍ତପୁରମ୍,୧୩।୧୧ : ଆସନ୍ତା ତୀର୍ଥଯାତ୍ରା ଋତୁରେ ଇଦଥାଭାଲମ ଅର୍ଥାତ୍ ଗମନାଗମନ ଶିବିର ଭାବରେ ନିର୍ଦ୍ଦିଷ୍ଟ ମନ୍ଦିରରେ ସାବରିମାଳା ତୀର୍ଥଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ କେରଳ ହାଇକୋର୍ଟ ଟ୍ରାଭାନକୋର ଦେବାସ୍ବୋମ ବୋର୍ଡ ଏବଂ କୋଚିନ ଦେବାସ୍ବୋମ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।
ସାବରିମାଳାର ସ୍ବତନ୍ତ୍ର କମିଶନରଙ୍କ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି।