ସିଏମସି କାଉନସିଲ ବୈଠକରେ ହାଇଡ୍ରାମା: କଥା କଟାକଟି ହେଲେ…

କଟକ,୩।୪: ସିଏମସି କାଉନସିଲ ବୈଠକରେ ହାଇଡ୍ରାମା ଦେଖିବାକୁ ମିଳିଛି। କର୍ପୋରେଟର ଓ ଯନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। କର୍ପୋରେଟରଙ୍କୁ ନ ଜଣାଇ କାମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଣିଲେ ୫୬ ନମ୍ବର କର୍ପୋରେଟର ମେୟର, କମିଶନର ଓ ଯନ୍ତ୍ରୀଙ୍କୁ ଘେରିଥିଲେ । ବଜେଟ ଉପସ୍ଥାପନ ପରେ ଆରମ୍ଭ ହୋଇଥିଲାଏହି ପ୍ରତିବାଦ।

Share