ଭୁବନେଶ୍ୱରରେ ହେଭିୱେଟ୍‌ ନେତା, ଚାଲିଛି ହାଇଭୋଲଟେଜ୍‌ ଲଢେଇ

ଭୁବନେଶ୍ୱର,୨୫।୫: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ମତଦାନ। ତେବେ ବହୁ ହେଭିୱେଟ୍‌ ମଇଦାନରେ ଥିବା ବେଳେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ। ଭୁବନେଶ୍ୱରରେ ଭାଜପାର ଅପରାଜିତାଙ୍କ ସହ ଲଢେଇ ବିଜେଡି ପ୍ରାର୍ଥୀ ତଥା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କର ସାମ୍ନାସାମ୍ନି ଲଢେଇ ହେଉଛି ।

Share