Posted inVideo

ହିଜାବ ବିବାଦ, କଣ କହେ ଭାରତୀୟ ସମ୍ବିଧାନ

Featured Video Play Icon

କର୍ଣ୍ଣାଟକରେ ହିଜାବକୁ ନେଇ ଦେଖା ଦେଇଥିବା ବିବାଦ, ସ୍କୁଲ କଲେ ଠାରୁ ଆରମ୍ଭ ହୋଇ ହାଇକୋର୍ଟ ଆଉ ଏବେ ସୁପ୍ରିମକୋର୍ଟରେ ପହଂଚିସାରିଲାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅଭିଯୋଗକାରୀ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କର ନାହିଁ । ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri