Categories: Video

Hobbs & Shaw – Preview of the film | ହବ୍ସ ଏଣ୍ଡ ସ –ପ୍ରିଭିୟୁ ଅଫ୍ ଦ ଫିଲ୍ମ

Fast & Furious Presents: Hobbs & Shaw will hit the screens this Friday. This action film directed by David Leitch stars Dwayne Johnson as Hobbs and Jason Statham as Shaw. It tells the tale of unlikely allies who are forced to team up against a greater threat. While the fans are excited for the movie, its public reception and commercial success will be known only after its release.

ଫ୍ରାଇଡେ ରିଲିଜରେ ଏଥର ପରଦାକୁ ଆସିବାକୁ ଯାଉଛି ଫାଷ୍ଟ ଏଣ୍ଡ ଫ୍ୟୁରିୟସ ଫ୍ରାଞ୍ଚାଇଜର ଆକ୍ସନ ଏଣ୍ଡ ଥ୍ରିଲର ଫିଲ୍ମ ‘ହବ୍ସ ଏଣ୍ଡ ସ’। ଫିଲ୍ମକୁ ନେଇ ଫ୍ୟାନମାନଙ୍କ ମଧ୍ୟରେ ଉତ୍ସାହ ଅଧିକ ଥିବାବେଳେ ଏହା କେତେ ହିଟ୍‍ ହେଉଛି ତାହା ଫିଲ୍ମ ରିଲିଜ ପରେ ହିଁ ସ୍ପଷ୍ଟ ହେବ।