Categories: Video

Hockey better than politics: Dilip | ରାଜନୀତି ଠାରୁ ହକି ଖେଳ ଭଲ

Former national hockey team captain turned BJD politician Dilip Tirkey has said that hockey is far better than politics. He also recounted memories from his playing days in a freewheeling interview to Dharitri Live. Let’s know more about him.

‘ରାଜନୀତି ଠାରୁ ହକି ଖେଳ ବହୁତ ଭଲ’ ବୋଲି କହିଛନ୍ତି ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ଦିଲୀପ ତିର୍କୀ । ଧରିତ୍ରୀ ଲାଇଭକୁ ସ୍ୱତନ୍ତ୍ର ସାକ୍ଷାତକାର ଦେବା ଅବସରରେ ହକି ଖେଳ ସମୟର କିଛି ସ୍ମୃତି ବଖାଣିବା ସହ ସେ ଏହି କଥା କହିଛନ୍ତି । ଏହି ଭିଡ଼ିଓ ଜରିଆରେ ଦିଲୀପଙ୍କ ବିଷୟରେ ଚାଲନ୍ତୁ ଜାଣିବା ଅଧିକ କିଛି …