Categories: ଖେଳ

ପୁରୁଷ ହକି ବିଶ୍ୱକପ୍‌: ଆଜି ସେମିଫାଇନାଲ ଖେଳିବେ ୪ ଟିମ୍‌

ଭୁବନେଶ୍ୱର,୨୭।୧: ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆଜି ୪ଟି ଟିମ୍‌ ସେମିଫାଇନାଲ ଖେଳିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସାଢେ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଜର୍ମାନୀ। ସେହିପରି ସା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦାରଲାଣ୍ଡ୍ସ ମଧ୍ୟରେ କଡ଼ା ଟକ୍କର ହେବ। ଏହି ମ୍ୟାଚ୍‌ରେ ଯିଏ ବିଜୟୀ ହେବ ସେହି ଟିମ୍‌ ସିଧାସଳଖ ଫାଇନାଲକୁ ପ୍ରବେଶ କରିବେ।

Share