ଶେଜରେ ନବ ବିବାହିତା ଅପେକ୍ଷା କରିଥିବାବେଳେ ବର କମ୍ପ୍ୟୁଟରରେ ମଜି ରହିଛି। ଏଭଳି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍ ମିମ୍ସ ଚାଲିଛି। ଏହି ଫଟୋ ଶେୟାର ହେବାର ଗୋଟିଏ ଦିନରେ ପରିଣତ ହୋଇଛି ମିମ୍ସରେ। ଜଣେ ୟୁଜର ଲେଖିଛନ୍ତି, ‘ଅପେକ୍ଷା କର, ମୋତେ ମୋ ସର୍ଚ୍ଚ ହିଷ୍ଟ୍ରି ଡିଲିଟ୍ କରିବାକୁ ଦିଅ।’ ଏହି ଫଟୋକୁ ନେଇ ବହୁ ମଜାଦାର ମିମ୍ସ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।