Advertisement
Categories: ଫୁରସତ

ହାତ ଧରାଧରି ହୋଇ ଉଡ଼ିଲେ ଦୁଇ ଛଞ୍ଚାଣ, ଆଉ ତା ପରେ

ସୋସିଆଲ ମିଡିଆରେ ଦୁଇ ଛଞ୍ଚାଣକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ହାତ ଧରାଧରି ହୋଇ ଏହି ଦୁଇ ପକ୍ଷୀ ଉଡ଼ୁଥିବା ଦେଖିବାକୁ ମିଳୁଛି। ଭିଡିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ଏରିଲ ଆକ୍ରୋବାଟିକ୍ସ’ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share