୨ୟ, ୪ର୍ଥ ଶନିବାର ସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର, ୪।୮(ବ୍ୟୁରୋ:ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଏବଂ ସବ୍‌ ଅର୍ଡିନେଟ ଅଫିସ୍‌ ସମ୍ପୂର୍ଣ୍ଣ ଉପସ୍ଥାନରେ ଚାଲିବ। ଯେପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ଜାରି ନ କରାଯାଇଛି ଏହି ନିୟମରେ ପରିବର୍ତ୍ତନ ହେବ ନାହିଁ। ସବୁ ସରକାରୀ କାର୍ଯ୍ୟାଳୟ ଏବେଠାରୁ ୨ୟ ଏବଂ ୪ର୍ଥ ଶନିବାର ବନ୍ଦ ରହିବ। କୋଭିଡ୍‌ ଟିକା ନେଇସାରିଥିବା ସମସ୍ତ କର୍ମଚାରୀ ଅଫିସ କାର୍ଯ୍ୟରେ ଯୋଗଦେବା ବାଧ୍ୟତାମୂଳକ। ଭାକ୍ସିନ ନେଇ ନ କର୍ମଚାରୀଙ୍କୁ ଯୋଗଦେବାକୁ ଅନୁମତି ମିଳିବନାହିଁ।

Share