Posted inଜାତୀୟ

ଇଣ୍ଡିଆ ଗେଟରେ ଲାଗିବ ସୁଭାଷ ବୋଷଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୨୩ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତି ଅବସରରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ । ଏହାସହ ପ୍ରଧାନମନ୍ତ୍ରୀ ବ୍ୟକ୍ତି ଓ ସଂସ୍ଥାକୁ ବିପତ୍ତି ପରିଚାଳନାରେ ସେମାନଙ୍କର ଯୋଗଦାନକୁ ସମ୍ମାନ ଦେଇ ନେତାଜୀ ସୁଭାଷ ଚନ୍ଦ ବୋଷ ବିପତ୍ତି ପରିଚାଳନା ପୁରସ୍କାର ପ୍ରଦାନ କରିବେ । ମୋଦି ଶୁକ୍ରବାର ଘୋଷଣା କରିଥିଲେ ଦେଶର ମହାନ ସୁପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି କୃତଜ୍ଞତାର ସଙ୍କେତ ସ୍ୱରୂପ ତାଙ୍କର ଏକ ଗ୍ରାନାଇଟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଯେପର୍ଯ୍ୟନ୍ତ ଗ୍ରାନାଇଟ ମୂର୍ତ୍ତି ତିଆରି କରାଯାଇ ନାହିଁ ସେପର୍ଯ୍ୟନ୍ତ ଇଣ୍ଡିଆ ଗେଟରେ ତାଙ୍କର ଏକ ହଲୋଗ୍ରାମ ମୂର୍ତ୍ତି ରହିବ । ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରାହାଳୟର ମହାନିର୍ଦ୍ଦେଶକ ଅଦୈତ ଗଡନାୟକ କହିଛନ୍ତି ରାଷ୍ଟ୍ରୀୟ ରାଜଧାନୀ ଇଣ୍ଡିଆ ଗେଟରେ ଲାଗିବାକୁ ଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟ ପ୍ରତିମୂର୍ତ୍ତିର ଉଚ୍ଚତା ୨୫ ଫୁଟ ରହିବ । ଏହା ସମ୍ପୂର୍ଣ୍ଣ ଭାବେ ଗ୍ରାନାଇଟ ପଥରରେ ତିଆରି କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଦୁର୍ନୀତି: ବିମାନ ଜବତ କଲା ଇଡି

ହାଇଦ୍ରାବାଦ,୮।୩: ହାଇଦ୍ରାବାଦର ଏକ କମ୍ପାନୀ ଓ ଏହାର ମାଲିକଙ୍କ ବିରୋଧରେ ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଉକ୍ତ କମ୍ପାନୀର ହାଇଦ୍ରାବାଦ...

ବାହାନାରେ ଆସି କେନାଲକୁ ଠେଲିଦେଲେ; ପରେ କଲେ ଗଣବଳାତ୍କାର…ସାମ୍ନାକୁ ଆସିଲା କର୍ନାଟକ ଲଜ୍ଜାର ଲୋମଟାଙ୍କୁରା କାହାଣୀ…

କୋପ୍ପାଲ,୮।୩ : କର୍ନାଟକର ହାମ୍ପି ନିକଟରେ ଜଣେ ୨୭ ବର୍ଷୀୟା ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ...

‘ମହିଳାଙ୍କୁ ଗୋଟିଏ ହତ୍ୟା କରିବାର ସ୍ବାଧୀନତା ଦିଆଯାଉ’

ନୂଆଦିଲ୍ଲୀ,୮।୩: ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମହିଳାମାନଙ୍କ ଅଧିକାର, ସେମାନଙ୍କ ଶକ୍ତି, ସେମାନଙ୍କର ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ ସବୁଠି ଆଲୋଚନା ହେଉଛି।...

ଏଣିକି ଧର୍ମାନ୍ତରୀକରଣ କରୁଥିବା ଲୋକଙ୍କୁ ହେବ ଫାଶି, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା…

ଭୋପାଳ,୮।୩:ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ନିର୍ଦ୍ଦୋଷ ଝିଅମାନଙ୍କୁ ବଳାତ୍କାର...

women’s day: ସାଇନାଇଡ କିଲର୍‌ରୁ କିଡନାପ୍‌ର ରାଣୀ ଯାଏ, ଜାଣନ୍ତୁ ଦେଶର ଲେଡି ଡନ୍‌ଙ୍କ ବିଷୟରେ…

ଆଜି ମହିଳାମାନେ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି। ଇ-ରିକ୍ସା ଚଳାଇବା ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଉଡ଼ାଣ ପର୍ଯ୍ୟନ୍ତ, ସେ ସବୁଥିରେ ପୁରୁଷମାନଙ୍କୁ ପଛରେ...

ଚାଇନା-ପାକିସ୍ତାନକୁ ନେଇ ବଡ଼ ବୟାନ ଦେଲେ ସେନା ମୁଖ୍ୟ, କହିଲେ ଚାଇନା ଉପରେ ବିଶ୍ୱାସ…

ନୂଆଦିଲ୍ଲୀ,୮ା୩: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର ଚାଇନା ଏବଂ ପାକିସ୍ତାନ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି,...

କଂଗ୍ରେସର ଅଧା ନେତା ଭାଜପା ଯୋଗାଯୋଗରେ ଅଛନ୍ତି: ଚାଞ୍ଚଲ୍ୟକର ଖୁଲାସା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୮।୩: ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଅଛନ୍ତି। ରାହୁଲ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦରେ...

ମହିଳା ଦିବସରେ ଏମାନଙ୍କୁ ଖାତାକୁ ଆସିବ ହଜାର ହଜାର ଟଙ୍କା, ଜାଣନ୍ତୁ ଏହି ସରକାରୀ ଯୋଜନାର ନାମ…

ନୂଆଦିଲ୍ଲୀ,୮।୩: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏହି ସରକାରୀ ଯୋଜନାଗୁଡ଼ିକରୁ ଦେଶର କୋଟି କୋଟି ଲୋକ ଉପକୃତ ହୁଅନ୍ତି। ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image