Categories: ବାଣିଜ୍ୟ

ଆଜିଠାରୁ ‘ହୋମ୍‌ ଶପିଂ ସ୍ପ୍ରି’ ଉତ୍ସବ

ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଇ କର୍ମସ ପ୍ଲାଟଫର୍ମ ଆମାଜନ୍‌.ଇନର ବହୁ ପ୍ରତୀକ୍ଷିତ ‘ହୋମ୍‌ ଶପିଂ ସ୍ପ୍ରି’ର ଶୁଭାରମ୍ଭ ଗୁରୁବାର ଠାରୁ ହେଉଛି। ଏହି ପରିପ୍ରେକ୍ଷୀରେ ଅନେକ ପ୍ରସିଦ୍ଧ ଓ ଲୋକପ୍ରିୟ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଡିଲ୍‌ ଓ ଅଫର ପ୍ରଦାନ କରାଯାଉଛି।

ଏପରିକି ଲୋକପ୍ରିୟ ବ୍ରାଣ୍ଡ ହିନ୍ଦଓୟାର, ହାଭେଲ୍ସ, ୟୁରେକା ଫୋର୍ବସ, ସ୍ଲିପୱେଲ୍‌, ଲିଭପିଓର, ଏଚଆଇଟି, ଜାଗର ସ୍ମିଥ୍‌, କିମ୍ବର୍ଲି କ୍ଲାର୍କ, ବିଲ୍ଡସ୍କିଲ୍‌, ବିଏସବି ହୋମ୍‌ ଭଳି ଆହୁରି ଅନେକ ସାମିଲ ରହିଛି। ଆମାଜନ୍‌.ଇନରେ ଗ୍ରାହକମାନେ ହୋମ୍‌ ଡେକୋର, ହୋମ୍‌ ଇମ୍ପ୍ରୁଭମେଣ୍ଟ, କିଚେନ୍‌ ଆପ୍ଲିଆନ୍ସେସ୍‌, ଲନ୍‌ ଓ ଗାର୍ଡନର୍‌ ଉପକରଣରେ ୭୦%ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ସ୍ବତନ୍ତ୍ର ଅଫର ୨୦୨୩ ସେପ୍ଟେମ୍ବର ୭ରୁ ୧୦ପର୍ଯ୍ୟନ୍ତ ଉପଲବ୍ଧ।

Share