Categories: Video

Homeopathic treatment for piles | ପାଇଲସ୍ ର ହୋମିଓ ଚିକିତ୍ସା

The healthcare series of Dharitri Live brings you discussions with expert physicians pertaining to common diseases and their remedies. In this episode, chief medical officer of Ayush hospital Dr Kedarnath Nayak tells us about homeopathic treatment of piles.

ଧରିତ୍ରୀ ଲାଇଭର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରୋଗର କାରଣ ,ଲକ୍ଷଣଏବଂ ନିରାକରଣ ଚିକିତ୍ସା ପଦ୍ଧତି ସଂପର୍କରେ ଆମେ ଆଲୋଚନା କରିଥାଉ । ଯାହାକି ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରହିବାରେ ସାହାଯ୍ୟ କରେ । ତେବେ ଏହି ଏପିସୋଡରେ ଆସନ୍ତୁ ଜାଣିବା ଅର୍ଶ ରୋଗରେ କଣ ରହିଛି ହୋମିଓ ଉପଚାର । ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ଆୟୁଷ ହସପିଟାଲର ଚିଫ୍ ମେଡିକାଲ ଅଫିସର ଡ.କେଦାରନାଥ ନାୟକ ।