Categories: ଜାତୀୟ

ମଣିପୁର ହିଂସାକୁ ନେଇ ଗୃହ ମୁଲତବି

ନୂଆଦିଲ୍ଲୀ,୨୦।୭: ମୌସୁମୀ ଅଧିବେଶନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ତେବେ ଏହି କାରଣରୁ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି। ଏଥିସହ ରାଜ୍ୟସଭାକୁ ମଧ୍ୟ ମଧ୍ୟାହ୍ନ ୧୨ଟା ଯାଏଁ ଏବଂ ରାଜ୍ୟସଭାକୁ ମଧ୍ୟ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ରଖାଯାଇଛି।

Share