Categories: Video

‘How dare you’ – Greta Thunberg | ହାଓ ଡେୟାର ୟୁ- ଗ୍ରେଟା ଥନବର୍ଗ

Swedish teenage activist Greta Thunberg caused a stir at the United Nations with her blistering criticism of world leaders’ inaction on climate change. She is focused on the risks posed by climate change. Last year in August, Greta took time off school to demonstrate outside the Swedish parliament, holding up a sign calling for stronger climate action.

ବିଶ୍ୱରେ ଜଳବାୟୁ ପରିବର୍ତନ ନେଇ ସୃଷ୍ଟି ହୋଇଥିବା ବିପଦ ଉପରେ ବିଶ୍ୱବାସୀଙ୍କୁ ରକ୍ଷା କରିବାକୁ ଗ୍ରେଟା ଥନବର୍ଗ ଆରମ୍ଭ କରିଛନ୍ତି ଅଭିଯାନ । ସେପ୍ଟେମ୍ବର ୨୩ରେ ଜାତିସଂଘର ଜଳବାୟୁ ସାଧାରଣ ସଭାରେ ସେ ଦେଇଥିବା ଉଦବୋଧନ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି । ଏହା ସହିତ ସଭାରୁ ଗ୍ରେଟା ଥନବର୍ଗ ବଡ ବଡ ନେତାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି । ଜଳବାୟୁ ପରିବର୍ତନ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ସବୁ ନେତାଙ୍କୁ କଡା ତାଗିଦ କରିଛନ୍ତିି ।