A day after Janata Curfew, entire Bhubaneswar Monday strictly followed CM Naveen Patnaik’s appeal for lockdown till March 29 to fight the deadly coronavirus outbreak. This comes amid the total cases surging over 400 in the country. People nation-wide, from North to South, Delhi to Kerala Sunday observed the Pan-India lockdown and paid heartfelt gratitude to the corona warriors. But how effective was the lockdown, DharitriLive conducts a reality check. Watch the video and put up your comments.
ଲକଡାଉନର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଲୋକମାନେ କିଛି ସ୍ଥାନରେ ନିଜ ନିଜ ଗାଡିରେ ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି । ଲକଡାଉନ କଟକଣା ସତ୍ୱେ ଲୋକମାନେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟ ହେଉଛି ରାଜଧାନୀ ନିକଟସ୍ଥ କଳ୍ପନା ଛକର । ସକାଳୁ ଏଠାରେ ଲୋକେ ମନ ଇଚ୍ଛା ବାହାରେ ବୁଲୁଥିବାରୁ ପୋଲିସ ଏମାନଙ୍କୁ ଅଟକାଇଥିଲା ।