ଏଇ ନିକଟରେ ବିଏମସି ପକ୍ଷରୁ ଦୃଢକ୍ତି ପ୍ରକାଶ କରାଯାଇଥିଲା ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ ହୋଇ ସାରିଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ ଟିକା ନେଇ ସାରିଛନ୍ତି । ତେବେ ଆସନ୍ତୁ ଦେଖିବା ଟିକାକରଣ ନେଇ ହୋଇଥିବା ଦାବିରେ କେତେ ରହିଛି ସତ୍ୟତା