Categories: Video

How to control Diabetes | ଡାଇବେଟିସକୁ କିପରି କରିବେ ନିୟନ୍ତ୍ରଣ

Diabetes, a major public health issue, has taken epidemic proportions these days affecting millions of people. That said, most people are not aware about the prevention and remedy of this disease. Here we bring you how one can prevent diabetes and the areas diabetes patients need to be careful about to live a healthy life.

ଆଜିକାଲି ଅନେକ ଲୋକ ଡାଇବେଟିସରେ ଆକ୍ରାନ୍ତ। କଣ କଲେ ଡାଇବେଟିସ ହେବାରୁ ନିଜକୁ ରୋକିପାରିବା ଓ ଯେଉଁମାନଙ୍କୁ ଡାଇବେଟିସ୍ ହୋଇଛି ସେମାନେ କେମିତି ନିଜକୁ ସୁସ୍ଥ ରଖିବେ, କେଉଁ ଦିଗ ପ୍ରତି ଅଧିକ ଯତ୍ନବାନ ହେବା ଦରକାର ଚାଲନ୍ତୁ ଦେଖିବା।