Categories: Video

କିଭଳି ବୃଦ୍ଧି ହେବ ଶରୀରର ଓଜନ | How to Gain Weight Fast

ଆଜିର ଏହି ଏପିସୋଡ ସେମାନଙ୍କ ପାଇଁ ଯିଏ ଶରୀରର ଓଜନ ବଢାଇବାକୁ ଚାହୁଁଛନ୍ତି । ଶରୀର ଓଜନ ବଢାଇବା ଏବଂ ସଠିକ୍ ଭାବେ ଓଜନ ବଢିବା ଏହା ଦୁଇ ପ୍ରକାର ହୋଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ଓଜନ ବୃଦ୍ଧି କରିବାକୁ ହେଲେ ପୁରା ଦିନ ସାରା କିଛି ନା କିଛି ଖାଇବା ଦରକାର, ଏବଂ ମିଠା ଖାଇବା ଜରୁରୀ ଏହା ବିଲକୁଲ ଭୁଲ ଧାରଣା । ଯଦି ଆପଣ ଏଭଳି କିଛି କରୁଛନ୍ତି ତେବେ ମେଦ ବହୁଳତାର ଶିକାର ହୋଇପାରନ୍ତି । ଏବଂ ଏହା ଫଳରେ ବିଭିନ୍ନ ରୋଗରେ ମଧ୍ୟ ପଡିପାରନ୍ତି ।