ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି ଗୋଟିଏ ଜିନିଷ ହେଲା ପନିର। ବଜାରରେ ନକଲି ପନିର ମିଳୁଥିବାରୁ ଲୋକେ କିଭଳି ଅସଲି କାହାକୁ ଜାଣିବେ ଚିନ୍ତାରେ ପଡ଼ନ୍ତି। ଆଜି ଆମେ ସେ ବିଷୟରେ ଆପଣଙ୍କୁ କହିବୁ।

-ଅସଲି ପନିରକୁ ହାତରେ ଭାଙ୍ଗିଦେଲେ ସହଜରେ ଭାଙ୍ଗିଯିବ। ହେଲେ ନକଲି ପନିର ରବର ଭଳି ମନେହେବ।
ଅସଲି ପନିର ପାଣିରେ ଫୁଟାଇଲେ ପୂର୍ବବତ ରହିବ। ହେଲେ ନକଲି ପନିର ଖଣ୍ଡ ଖଣ୍ଡ ହୋଇଯିବ।

-ଅସଲି ପନିରକୁ ଛାଣିଲେ ହାଲ୍‌କା ବାଦାମୀ ରଙ୍ଗ ହୋଇଯାଏ, ହେଲେ ନକଲି ପନିର ହଳଦିଆ ନଚେତ ଧଳା ରହିଥାଏ।

-ଅସଲି ପନିର ହାଲକା କ୍ଷୀର ଭଳି ବାସ୍ନା ହୋଇଥାଏ। ହେଲେ ନକଲି ପନିରର ଗନ୍ଧ ନ ଥାଏ। ନଚେତ କେମିକାଲ ବାସ୍ନା ଆସିଥାଏ।

-ଅସଲି ପନିରର ସ୍ବାଦ ହାଲକା ମିଠା ହୋଇଥାଏ, ହେଲେ ନକଲି ପନିରର ସ୍ବାଦ କଟୁ ନଚେତ ଖଟା ହୋଇଥାଏ।
ପନିରକୁ ଗରମ କରିବା ପରେ ଥଣ୍ଡା ହେବାକୁ ରଖନ୍ତୁ। ଏହି ପାଣିରେ କିଛି ମାତ୍ରାରେ ହରଡ଼ ଡାଲି ପକାନ୍ତୁ। ୧୦ ମିନିଟ ଛାଡ଼ି ଦିଅନ୍ତୁ। ଯଦି ପାଣିର ରଙ୍ଗ ହାଲ୍‌କା ଲାଲ ହୋଇଯାଏ ତେବେ ପନିର ଅପମିଶ୍ରିତ ବୋଲି ଜଣାପଡ଼ିଥାଏ।

-ଅସଲି ପନିର ନରମ ଏବଂ ଚିକ୍କଣ ହୋଇଥାଏ। ସେହିଭଳି ନକଲି ପନିର ଟାଣ ଏବଂ ଦାନାଥିବା ଭଳି ମନେ ହୋଇଥାଏ।

-ଅସଲି ପନିର ହାଲ୍‌କା ହଳଦିଆ ଏବଂ ଧଳା ରଙ୍ଗର ହୋଇଥାଏ। ନକଲି ପନିର ଅଧିକ ଧଳା ଏବଂ ଚମକଯୁକ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

୨୧ରେ ଭାରତ ଆସିପାରନ୍ତି ଜେ.ଡି. ଭାନ୍ସ

ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ଓ୍ବାଲ୍ଟଜ୍‌ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ...

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଲେ ପୁତୁରା: କଟା ମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ...

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image