ପାରା ଅପରିଷ୍କାର କରୁଛନ୍ତି କି? ବାଲକୋନିରେ ଲଗାନ୍ତୁ ଏହି ଗଛ

ପାରା ମଣିଷ ସମାଜର ସବୁଠାରୁ ନିକଟତର ପକ୍ଷୀ ବୋଲି କୁହାଯାଏ। ପୂର୍ବରୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଚିଠି ପଠେଇବା ପାଇଁ ପାରା ଲୋଡାପଡୁଥିଲା। କିଛିଲୋକ ପାରା ପୋଷିଥାନ୍ତି। ଆଉ କିଛିଜଣ ନିଜ ବାଲକୋନିରେ ପାରାଙ୍କ ପାଇଁ ଶସ୍ୟଦାନା ସବୁବେଳେ ରଖିଥାନ୍ତି। ଯାହାଦ୍ୱାରା ସେମାନେ ଆସି ମନ ଆନନ୍ଦରେ ଖୁଣ୍ଟି ଖାଇ ଉଡିଯାନ୍ତି। ହେଲେ ବାଲକୋନିରେ ଆସି ବୁଲିବା ଭିତରେ ସେମାନେ ସ୍ଥାନକୁ ପୁରା ଅପରିଷ୍କାର କରି ଦିଅନ୍ତି। ଯାହାକୁ ସଫା କରିବାରେ ନାନା ଅସୁବିଧା ହୋଇଥାଏ। ବାରମ୍ବାର ସେମାନଙ୍କୁ ଘଉଡାଇଲେ ବି ସେମାନେ ଆସି ସ୍ଥାନ ଅପରିଷ୍କାର କରି ଦିଅନ୍ତି। ତେବେ ଆମେ ଆପଣଙ୍କୁ ଏପରି କିଛି ଗଛ ଲଗାଇବାକୁ କହୁଛୁ ଯାହାଦ୍ୱାରା ପାରା ସେମାନଙ୍କର ପାଖ ମଧ୍ୟ ମାଡିବେନି।

ଘରେ କାକ୍‌ଟସ୍‌ ଗଛ ଲଗେଇବାର ଅନେକ ଫାଇଦା ରହିଛି। ଏହି ଗଛ ଲଗାଇବା ଦ୍ୱାରା ପାରା ସେ ସ୍ଥାନକୁ ଆସନ୍ତି ନାହିଁ। ପାରାଙ୍କୁ କାକ୍‌ଟସ୍‌ କଣ୍ଟା ଜମା ବି ପସନ୍ଦ ନୁହେଁ। ଏଥିସହ ବାଲକୋନିରେ ଆପଣ ଡାଫୋଡିଲର ଫୁଲଗଛ ଲଗାଇପାରିବେ। ଏହି ଫୁଲ ବାଲକୋନିକୁ ସୁନ୍ଦର ରଖିବା ସହ ସୁଗନ୍ଧିତ ବାସ୍ନା ଦେଇଥାଏ। କିନ୍ତୁ ଏହି ବାସ୍ନା ପାରାଙ୍କୁ ପସନ୍ଦ ନୁହେଁ।

ମଶାଙ୍କୁ ଘରୁ ଦୂରେଇ ରଖିବା ପାଇଁ ବ୍ୟବହାର ହେଉଥିବା ସିଟ୍ରୋନେଲା ପ୍ଲାଣ୍ଟକୁ ମଧ୍ୟ ପାରାମାନେ ଡରନ୍ତି। ଏହି ଗଛ ଲଗାଇବା ଦ୍ୱାରା କୌଣସି କୀଟପତଙ୍ଗ ନ ଆସିବା ସହ ପାରାଙ୍କୁ ମଧ୍ୟ ଦୂରେଇ ରଖିହେବ।
ଜାଣିଛନ୍ତି କି, ଘର ବାଲକୋନିରେ ଯଦି ପୁଦିନା ଗଛ ଳଗାଇବେ ତେବେ ପାରା ଏହାଠାରୁ କେଇ ମିଟର ଦୂରରେ ରୁହନ୍ତି। ସେହିପରି ରସୁଣର ଗନ୍ଧକୁ ପାରାମାନେ ସହ୍ୟ କରିପାରନ୍ତି ନାହିଁ। ସେମାନେ ଏହି ଗଛ ଦେଖିଲେ ବାଲକୋନିର ପାଖ ମାଡିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri