ବାପା ହେବେ ବାହୁବଳୀର ଭଲ୍ଲାଲଦେବ

ମୁମ୍ବାଇ: ଫିଲ୍ମ ବାହୁବଳୀରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରିଥିବା ରାଣା ଦଗୁବତୀ ବାପା ହେବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ ଅଭିନେତା ଏବଂ ତାଙ୍କ ସ୍ତ୍ରୀ ମିହିକା ବଜାଜଙ୍କ ତରଫରୁ ସେମିତି କିଛି ଅଫିସିଆଲ ଘୋଷଣା କରାଯାଇନାହିଁ। ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Share