ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୭, ୨୦୨୦)

ରାଜଧାନୀରେ ଅମାନିଆଙ୍କୁ ଟ୍ରାଫିକ କର୍ମଚାରୀ ଅଟକାଉଛନ୍ତି

 

ରାଜଧାନୀରେ ମହିଳା ଶ୍ରମିକ କାମକୁ ଯାଉଛନ୍ତି

 

ସଫେଇ ଗାଡ଼ି ଯୋଗେ ଭୁବନେଶ୍ୱରରେ ଚାଲିଛି ରାସ୍ତା ସଫେଇ

 

କଟକରେ ଶଟ୍‌ଡାଉନ୍

 

ରାଜଧାନୀରେ ଶଟ୍‌ଡାଉନ୍ ପ୍ରଭାବ

 

ହେରାପଞ୍ଚମୀ ନୀତି ପାଇଁ ଗୁଣ୍ଡିଚାମନ୍ଦିର ଅଭିମୁଖେ ମହାଲକ୍ଷ୍ମୀ