Categories: ଜାତୀୟ

କେଦାରନାଥ ମନ୍ଦିର ନିକଟରୁ ଧସିଲା ବରଫଖଣ୍ଡ

ଡେରାଡୁନ୍‌,୧।୧୦: କେଦାରନାଥ ମନ୍ଦିର ନିକଟରୁ ଏକ ବିଶାଳକାୟ ବରଫଖଣ୍ଡ ଶନିବାର ଧସିପଡିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ହିମସ୍ଖଳନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share