Advertisement

ବେଳାଭୂମିରେ ବିରାଟକାୟ ବିରାଟକାୟ ସାର୍କ: ଦଖିବାକୁ ଲୋକଙ୍କ….

ଚିକିଟି,୨୫।୧୧: ଗଞ୍ଜାମ ଜିଲା ଚିକିଟି ସୋନପୁର ବେଳାଭୂମିରେ ବିରାଟକାୟ ସାର୍କ ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସମୁଦ୍ର ବେଳାଭୂମିରେ ଏହି ସାର୍କ ଲାଗିଛି। ଖବରପାଇ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଆହତ ସାର୍କକୁ ଉଦ୍ଧାର ପାଇଁ ବନ ବିଭାଗ ଟିମ୍‌ ଉଦ୍ୟମ କରୁଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share