ଜଙ୍ଗଲରେ ମାତିଛନ୍ତି ଶିକାରୀ ରାଜ୍ୟରେ ୩ ବର୍ଷରେ …

ଭୁବନେଶ୍ୱର,,୧୮।୩: ଜଙ୍ଗଲରେ ମାତିଛନ୍ତି ଶିକାରୀ । ରାଜ୍ୟରେ ୩ ବର୍ଷରେ ୧୪ ବାଘ ଶିକାର। ଏଥି ମଧ୍ୟରୁ ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ ଶିକାର ହୋଇଛନ୍ତି। ଏ ନେଇ ମଙ୍ଗଳବାର ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଉତ୍ତର ରଖିଛନ୍ତି।
ଅନ୍ୟପକ୍ଷେ, ୬ଟି ମହାବଳ ଓ ୬୩ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ତେବେ କେବଳ ଢେଙ୍କାନାଳ ବନଖଣ୍ଡରେ ୪୧ ହାତୀଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି।

Share