ରସୁଲଗଡ ସ୍ଥିତ ବବୁଲୁ ହୋଟେଲରୁ ସବୁବେଳେ ଖାଦ୍ୟ ପାର୍ସଲ ନେବାକୁ ଆସୁଥିଲେ ରାଇମୋହନ । ଗତ ୨୩ ତାରିଖ ଦିନ ନିଜେ ଶେଷ ଥର ପାଇଁ ଖାଦ୍ୟ ନେଇଥିଲେ ରାଇମୋହନ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ହୋଟେଲର ମାଲିକ ଏନେଇ କଣ କହୁଛନ୍ତି ଶୁଣନ୍ତୁ . .