Dutee Chand has brought many laurels for the state and the country while setting higher bars for herself each time. We caught up with her to know about her journey from a small Jajpur village to the Olympics field. Here is what the sporting icon and the fastest Indian woman had to say.
ଦୂତି ଚାନ୍ଦ୍ ରାଜ୍ୟ ତଥା ଦେଶ ପାଇଁ ଅନେକ ସମୟରେ ମେଡାଲ ଜିତି ଦେଶକୁ ଗର୍ବିତ କରିଛନ୍ତି । ଆଗକୁ ତାଙ୍କର ସ୍ବପ୍ନ କଣ ରହିଛି ଏବଂ ଯାଜପୁରର ଏକ ଛୋଟିଆ ଗାଁରୁ ଆସି ଅଲମ୍ପିକ୍ସରେ ଦେଶକୁ ରିପ୍ରେଜେଣ୍ଟ କରିବା ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା ଚାଲନ୍ତୁ ଦେଖିବା ଏହି ଭିଡିଓରେ…