ଏଭଳି ଯେ ସମୟ ଆସିବ ଅାଉ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ସେ ନେଇ ଅାଦୋ ଚିନ୍ତା କରିନଥତ୍ଲି ା
ସରକାରଙ୍କ ଏକତରଫା ନିଷ୍ପତି ଯୋଗୁଁ ବଢୁଥିବା ଜନ ଅସନ୍ତୋଷ ଏବଂ ସ୍ବାଧୀନତା
ଅଧିକାର ଅାଳରେ ସରକାରୀ ନିଷ୍ପତି ବା ଅାଇନବ୍ୟବସ୍ଥା କୁ ବିରୋଧ କରି
କଥା କଥା ରେ ଜନତାଙ୍କ ଅାନ୍ଦୋଳନ ଯୋଗୁଁ ଦେଶରେ ଶାନ୍ତିଶୃଙ୍ଖଳା ଭଙ୍ଗ ହେଉଛି, ଯାହା ଦ୍ୱାରା ଦେଶର ଅଶେଷ କ୍ଷତିହେବା ସହ ଅର୍ଥନୈତିକ ସ୍ଥିତି ଦୁର୍ବଳ ହେଉଛି ା
ତେଣୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଉଭୟ ସରକାର, ବିରୋଧୀ ଦଳ ଓ ସାଧାରଣ ଲୋକ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବା ଅାବଶ୍ୟକ ା
– ଅଲେଖ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ କ୍ଷେତ୍ର ପ୍ରଚାର ଅଧିକାରୀ, କେନ୍ଦୁଝର