‘ସୁରକ୍ଷା ପାଇଁ ମୁଁ ଦାୟୀ ରହିବି’

ଟୋକିଓ,୧୬ା୪: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ନିକଟରେ ଆକ୍ରମଣ କରାଯାଇଥିଲା। ସ୍ମୋକ୍‌ ବମ୍‌ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ ପ୍ରଧାନମନ୍ତ୍ରୀ। ଯଦିଓ ପୋଲିସ ଏହି ଆକ୍ରମଣର ସନ୍ଦିଗ୍ଧଙ୍କୁ ଧରିଥିଲା, କିନ୍ତୁ ଘଟଣା ପରଠାରୁ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ଆସନ୍ତା ମାସରେ ଜାପାନରେ ଜି-୭ ଦେଶର ଏକ ବୈଠକ ହେବ। ଆକ୍ରମଣରୁ ରକ୍ଷା ପାଇବାର ଗୋଟିଏ ଦିନ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଗ୍ରୁପ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପାଓ୍ବାର(ଜି-୭) ବୈଠକର ନିରାପତ୍ତା ନିଶ୍ଚିତ ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବାକୁ ଶପଥ କରିଛନ୍ତି। ଏହି ସଭାଗୁଡ଼ିକର ସୁରକ୍ଷା ପାଇଁ ମୁଁ ଦାୟୀ ରହିବି ବୋଲି କିଶିଦା କହିଛନ୍ତି।

ପଶ୍ଚିମ ଜାପାନର ଏକ ବନ୍ଦର ଅଞ୍ଚଳରେ ୨୩ ଏପ୍ରିଲରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ କିଶିଦାଙ୍କୁ ଧୂଆଁ ବମ୍‌ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା।
ଏହି ଘଟଣାରେ ପୋଲିସ ୨୪ ବର୍ଷୀୟ ରିୟୁଜୀ କିମୁରା ନାମକ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରିଥିବା ବେଳେ ଛୁରି ଜବତ କରିଥିଲା ବୋଲି ଏକ ରିପୋର୍ଟରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର

ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍‌ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍‌ ପାଲିସାଡେସ୍‌ ଓ ପାସାଡେନା ଉପକୂଳରେ ପବନର...

ଲସ୍‌ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ

ଲସ୍‌ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍‌ଏଞ୍ଜେଲ୍ସ ଉପକୂଳ ପାସିଫିକ୍‌ ପାଲିସାଡେସ୍‌ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା...

ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…

ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ...

ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, କୋର୍ଟ ନେଲେ ଏହି ନିଷ୍ପତ୍ତି

ଓଟାଓ୍ବା,୯।୧: ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି। କାନାଡାର ସୁପ୍ରିମକୋର୍ଟ ମାମଲାର ସମସ୍ତ ଚାରି ଅଭିଯୁକ୍ତଙ୍କୁ...

ଶେଖ ହାସିନାଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲେ ବାଂଲାଦେଶ ସରକାର, ବଢିପାରେ ଅଡୁଆ…

ଢାକା,୯।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ସେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ବାତିଲ କରିଛନ୍ତି।...

ଚମକିଲା ବାବର ଆଜମଙ୍କ ଭାଗ୍ୟ, ବ୍ୟାଟ୍‌ରେ ଷ୍ଟିକର୍‌ ଲଗାଇଲେ ମିଳିବ…

ଇସଲାମାବାଦ୍‌,୯।୧: ନିକଟରେ ପାକିସ୍ତାନର କ୍ରୀଡ଼ା ନିର୍ମାଣକାରୀ କମ୍ପାନୀ ‘ସିଏ ସ୍ପୋର୍ଟସ’ ସହିତ ପୂର୍ବତନ ପାକ ଅଧିନାୟକ ବାବର ଆଜମ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ପାକିସ୍ତାନ ଭୟଭୀତ: ଭାରତକୁ ନାଲି ଆଖି ଦେଖାଇଲେ…

ଇସଲାମାବାଦ୍‌,୯।୧: ବୈଦେଶିକ ନୀତି ଏବଂ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପାଇଁ ୨୦୨୫ ବର୍ଷ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ରାଜନୈତିକ ଅସ୍ଥିରତା ଏବଂ ଦୁର୍ବଳ ଅର୍ଥନୀତି ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri