ଶ୍ୱେତାଙ୍କ ଗେହ୍ଲିଙ୍କ ପ୍ରେମରେ ପଡ଼ିଛନ୍ତି ଇବ୍ରାହିମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ପଡ଼ିଛନ୍ତି ପ୍ରେମରେ। ଟେଲି ପରଦାର ହିଟ୍‌ ନାୟିକା ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକଙ୍କୁ ଡେଟ୍‌ କରୁଛନ୍ତି ସେ। ଉଭୟଙ୍କୁ ଏକାଠି ଡିନର୍‌ ଡେଟ୍‌ରେ ଯାଉଥିବା ଦେଖାଯାଇଛି। ହେଲେ କ୍ୟାମେରା ସମ୍ମୁଖରେ ସେମାନେ ମୁହଁ ଲୁଚାଇ ଦେଉଛନ୍ତି। ଏଥିରୁ ଏବେ ସେମାନେ ସମ୍ପର୍କ ସ୍ପଷ୍ଟ କରିବାକୁ ଚାହୁଁ ନ ଥିବା କୁହାଯାଉଛି। ହେଲେ ବଲିଉଡର ନୂଆ ଲଭବାର୍ଡ ଭାବେ ଉଭୟଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

Share