ମହିଳାଙ୍କ ଶରୀରର ଏହି ଅଙ୍ଗ ବଡ଼ ଥିଲେ ଶାଶୁଘରେ ରହେନାହିଁ ଧନର ଅଭାବ

କଥାରେ ଅଛି, ଭାଗ୍ୟରେ ଯାହା ଅଛି ତାହା ମିଳିବ। ହେଲେ ଭାଗ୍ୟ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଆମେ କର୍ମ କରିଥାଉ। ମାତ୍ର ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ, ଯେଉଁ ମହିଳାମାନଙ୍କ ଶରୀରର ଏହିସବୁ ଅଙ୍ଗ ବଡ଼ ହୋଇଥାଏ ସେମାନଙ୍କ ସ୍ବାମୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ।
କୁହାଯାଏ ଝିଅ ଭାଗ୍ୟ ନେଇ ଜନ୍ମ ହୋଇଥାଏ ଏବଂ ନିଜ ଭାଗ୍ୟକୁ ନେଇ ସେ ବିବାହ କରି ଅନ୍ୟ ଘରକୁ ଯାଇଥାଏ। ପରେ ସ୍ବାମୀଙ୍କ ଭାଗ୍ୟ ଆରମ୍ଭ ହୋଇଥାଏ। ହେଲେ ଏମିତି କିଛି ମହିଳାଙ୍କ ଭାଗ୍ୟ ଏତେ ଶକ୍ତିଶାଳୀ ଯେ, ଶାଶୁଘରେ ପାଦ ଦେବା ମାତ୍ରେ ସେମାନଙ୍କ ଘରେ ଆଉ ଅର୍ଥର ଅଭାବ ରହି ନଥାଏ।
ପୁଅମାନଙ୍କ ଠାରୁ ଝିଅମାନଙ୍କୁ ସୌଭାଗ୍ୟବତୀ ବୋଲି ବିବେଚନା କରାଯାଏ। ଯେତେବେଳେ ଝିଅ ଜନ୍ମ ହୁଏ ସେତେବେଳେ ତା’ର ବାପାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଆଉ ଯେତେବେଳେ ସେହି ଝିଅ ବିବାହ କରି ଶାଶୁ ଘରକୁ ଯାଇଥାଏ, ସେତେବେଳେ ସ୍ବାମୀଙ୍କ ସହ ପୂରା ପରିବାରର ଭାଗ୍ୟ ପରିବର୍ତ୍ତନ ହୋଇଥାଏ।
ତେବେ ସେହି ସୌଭାଗ୍ୟବତୀ ଝିଅମାନେ ଏହିପରି ହୋଇଥାନ୍ତି,
– ଲମ୍ବା କେଶ
-ଲମ୍ବା ବେକ
-ଲମ୍ବା କାନ
-ଲମ୍ବା ଆଙ୍ଗୁଠି