Categories: ଫୁରସତ

ଭୋକ ଲାଗିବାରୁ ଦୋକାନ ଭିତରେ ପଶିଲା ଭାଲୁ , ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଭାଲୁକୁ ଦେଖିବାକୁ ମିଳୁଛି। ଭାଲୁଟିକୁ ଭୋକ ଲାଗିବାରୁ ସେ ଏକ ଦୋକାନକୁ ପଶି ସେଠାରେ ତା ମନ ପସନ୍ଦ ସ୍ନାକ୍ସ ପ୍ୟାକେଟ୍‌କୁ ଧରି ପଳାଉଛି। ଭିଡିଓଟି ବୁଇଟେନ୍‌ଗେବିଡେନ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେଉଛି।

Share