‘ରାଷ୍ଟ୍ରପତି ହୋଇ ଆସିଲେ ମୁସଲିମ ଦେଶର ନେତାଙ୍କ ଉପରେ ପୁଣି ବ୍ୟାନ ଲଗାଇବି’-ଡୋନାଲ୍ଡୋ ଟ୍ରମ୍ପ

ନୂଆଦିଲ୍ଲୀ,୨୯/୧୦: ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଶପଥ ନେଇଛନ୍ତି, ଯଦି ଦ୍ୱିତୀୟ ଥର ସେ ହ୍ୱାଇଟ ହାଉସକୁ ନିର୍ବାଚିତ ହୁଅନ୍ତି ତେବେ ସେ କିଛି ମୁସଲିମ ଦେଶର ନେତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବେ। ଶନିବାର ରିପବ୍ଲିକାନ-ଇହୁଦୀ ଗଠବନ୍ଧନର ବାର୍ଷିକ ଶିଖର ସମ୍ମିଳନୀରେ ସମ୍ବୋଧନ କରିବା ଅବସରରେ ଲୋକମାନଙ୍କୁ ଟ୍ରମ୍ପ କହିଥିଲେ ଆପଣଙ୍କୁ ଯାତ୍ରୀ ପ୍ରତିବନ୍ଧକ ମାନେ ଅଛି ?

‘ଯଦି ରାଷ୍ଟ୍ରପତି ହୁଏ ତେବେ ପ୍ରଥମ ଦିନ, ମୁଁ ପ୍ରଥମ ଦିନ ପୁଣି ଠାରେ ଯାତ୍ରୀ ପ୍ରତିବନ୍ଧକ ଲାଗୁ କରିବି। ଆମେ ଯାତ୍ରୀ ପ୍ରତିବନ୍ଧକ ଲଗାଇଥିଲୁ କାରଣ ଆମେ ଚାହୁଁ ନଥିଲୁ କି ଯେଉଁମାନେ ଆମ ଦେଶକୁ ଉଡ଼ାଇବା ରେ ବିଶ୍ୱାସ କରନ୍ତି, ସେମାନେ ଆମ ଦେଶକୁ ନ ଆସନ୍ତୁ। ତାଙ୍କ ପ୍ରସନ ଦ୍ୱାରା ଲଗାଯାଇଥିବା ଏହି ପ୍ରତିବନ୍ଧକକୁ ଅଦ୍ଭୂତପୂର୍ବ ସଫଳତା ମିଳିଥିଲା।’

ରିପବ୍ଲିକ ପାର୍ଟି ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଦୋୖଡରେ ଟ୍ରମ୍ପ ସବୁଠୁ ଆଗରେ ଚାଲିଛନ୍ତି। ଏହି ସମୟରେ ଟ୍ରମ୍ପ କହିଥିଲେ ଆମର ଚାରି ବର୍ଷ ଶାସନରେ କୌଣସି ଘଟଣା ଘଟି ନଥିଲା, କାରଣ ଆମେ ରଖିଥିଲୁ। ୨୦୧୭ ମସିହାରେ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ଇରାନ,ଲିବ୍ୟା , ସୋମାଲିଆ, ସିରିୟା, ୟେମେନ ଏବଂ ଇରାକ ଏବଂ ସୁଦାନର କିଛି ନେତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri