Categories: Video

ଦରକାର ପଡିଲେ ମାଂସ ଖଣ୍ଡର ହେବ ଡି.ଏନ.ଏ ଟେଷ୍ଟ – କମିଶନର

ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଘଟଣାସ୍ଥଳ ପଡ଼ିଥିବା ମାଂସ ଖଣ୍ଡ କାହାର, ତାକୁ ନେଇ ଜୋର ଧରିଛି ଚର୍ଚ୍ଚା। ଆବଶ୍ୟକ ପଡ଼ିଲେ ସେହି ମାଂସ ଖଣ୍ଡର ଡିଏନ୍‌ଏ ଟେଷ୍ଟ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର କମିଶନର ସୁଧାଂଶୁ ଷଡଙ୍ଗୀ। ଅନ୍ୟପଟେ ଏହି ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କରିଛି ଇଣ୍ଡିଆନ ଅଏଲ ।