Advertisement
Categories: ଫୁରସତ

ଏମିତି ଗଲା କଇଁଛ , ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବ ପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏକ କଇଁଛ ଶୀଘ୍ରଶୀଘ୍ରଚାଲୁଛି। ଆମେ ଜାଣିଛେ ଯେ, କଇଁଛ ଧିରେ ଚାଲେ। ମାତ୍ର ଏହି କଇଁଛକୁ ଦେଖିଲେ ତାହା ଭୁଲ ବୋଲି ଲାଗିବ। ଭିଡିଓରେ କଇଁଛ ଏତେ ଦ୍ରୁତଗତିରେ ଘାସରୁ ସମୁଦ୍ରକୁ ପଳାଉଛି। ଭିଡିଓକୁ ବୁଇଟେନ୍‌ଗେବିଡେନ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେଉଛି।

 

Share