ସଠିକ୍‌ ବରପାତ୍ର ଖୋଜିଦେଲେ ଯୁବତୀ ଦେବେ ୪ ଲକ୍ଷ

ଓ୍ବାଶିଂଟନ,୧୪ା୭: ଆମେରିକାର ଲସ୍‌ଏଞ୍ଜଲସ୍‌ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ଏକୁଟିଆ ରହିବା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି। ସେ କହିଛନ୍ତି, ଯିଏ ତାଙ୍କ ପାଇଁ ପରଫେକ୍ଟ ବରପାତ୍ର ଖୋଜିଦେବେ ସେ ତାଙ୍କୁ ୫୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪,୧୦,୪୬୨ ଟଙ୍କା ରେଫରାଲ ବୋନସ ଦେବେ।

ସ୍ଥାନୀୟ ଖବର ଅନୁଯାୟୀ, ଲସ୍‌ଏଞ୍ଜେଲ୍‌ସର ୩୫ ବର୍ଷୀୟା କର୍ପୋରେଟ ମୋକଦ୍ଦମା ଓକିଲ ଇଭ୍‌ ଟିଲି-କୁଲସନ୍‌ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରି ତାଙ୍କ ଭାବି ସ୍ବାମୀଙ୍କୁ ଖୋଜିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି।

ଡେଟିଂରେ ଇଭ୍‌ ବିଫଳ ହେବା ପରେ ଏମିତି ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବରପାତ୍ର ଡେଙ୍ଗା ହେବା ଦରକାର। ଯାହାଙ୍କ ବୟସ ୨୭ରୁ ୪୭ ବର୍ଷରେ ହୋଇଥିବା ଆବଶ୍ୟକ। ଉଚ୍ଚତା ୫ ଫୁଟ ୧୧ ଫୁଟ ହେବା ଜରୁରୀ। ସେ କହିଛନ୍ତି, ମୁଁ ଡେଙ୍ଗା। ତେଣୁ ମୋ’ ପାଇଁ ଡେଙ୍ଗା ବରପାତ୍ର ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ତାଲିବାନର କାଉଣ୍ଟର ଆଟାକ୍‌

କାବୁଲ,୨୮।୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଆଫଗାନିସ୍ତାନ ଉପରେ ପାକିସ୍ତାନ କ୍ରମାଗତ ଭାବେ ଏୟାର ଷ୍ଟ୍ରାଇକ କରୁଛି, ଯେଉଁଥିପାଇଁ ଉଭୟଙ୍କ...

କ୍ଷମା ମାଗିଲେ ପୁଟିନ୍‌

ମସ୍କୋ,୨୮ା୧୨: ବିମାନ ଦୁର୍ଘଟଣା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଶନିବାର ତାଙ୍କ ଆଜରବୈଜାନ ପ୍ରତିପକ୍ଷ ଇଲ୍‌ହାମ ଆଲିୟେଭ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତ ବୁଧବାର ରୁଷିଆ...

କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ

ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି...

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

ଭାରତ ପ୍ରେମରେ ଜର୍ମାନ୍‌ ପର୍ଯ୍ୟଟକ

ବର୍ଲିନ: ପ୍ରତିବର୍ଷ ଅନେକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗକରି ବିମୋହିତ ହୋଇଥାନ୍ତି। ୨୦୨୪ରେ ମଧ୍ୟ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ...

ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ

ଓ୍ବାଶିଂଟନ,୨୮ା୧୨: ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ସମଗ୍ର ବିଶ୍ୱ ହାରାହାରି ଅଧିକ ୪୨ଟି ବିପଜ୍ଜନକ ଉତ୍ତପ୍ତ ଦିନର ଯନ୍ତ୍ରଣା ସହ୍ୟ କରିଛି। ୨୦୨୪...

ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ

ବାକୁ,୨୮ା୧୨: ଅଜେରବୈଜାନର ଏମ୍ବ୍ରାଏର ୧୯୦ ଏୟାରକ୍ରାଫ୍ଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ...

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri