ବୋଲ୍ଡ ଲୁକ୍‌ରେ ଇଲିଆନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି-କ୍ରୁଜ ଫଟୋ ଏବଂ ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଏବେ ସେ ମାଲଦ୍ୱୀପରେ ଛୁଟିଦିନ କାଟୁଛନ୍ତି ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ଗ୍ଲାମରସ ଲୁକ୍‌ର ଫଟୋ ଏବଂ ଭିଡିଓରେ ଦେଖିବାକୁ ମିଳୁଛି । ଯାହା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ।

ଭାଇରାଲ ହେଉଥିବା ଫଟୋରେ ଇଲିଆନା ସମୁଦ୍ର କୂଳରେ ନଜର ଆସିଛନ୍ତି । ଏକ ଧଳା ଏବଂ ଏକ ଲାଲ ବିକିନିରେ ସେ ଏକଦମ ଜବରଦସ୍ତ ବୋଲ୍ଡ ଅନ୍ଦାଜରେ ନଜର ଆସୁଛନ୍ତି। ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ପସନ୍ଦ କରିବା ସହିତ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।

Share