Categories: Video

Imran threatens nuclear war | ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ

After failing to gain diplomatic ground overseas, Pakistani Prime Minister Imran Khan once again threatened nuclear war with India over the issue of Kashmir Monday. Khan, who was addressing his country on the Kashmir situation, said that Pakistan will go to any extent on the issue.

କାଶ୍ମୀର ପ୍ରସଙ୍ଗରେ ସବୁଆଡୁ ବାଟ ବନ୍ଦ ହୋଇଯିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଏହି ପ୍ରସଙ୍ଗରେ ପାକିସ୍ତାନ ଚୂଡାନ୍ତ ନିଷ୍ପତ୍ତି ନେବାର ସମୟ ଆସିଛି ବୋଲି କହିଛନ୍ତି ଇମ୍ରାନ । ଏହାସହ ସେ କହିଛନ୍ତି ପରମାଣୁ ଯୁଦ୍ଧ ହେଲେ କେହି ବିଜୟୀ ହେବେ ନାହିଁ ବରଂ ସମସ୍ତେ କ୍ଷତି ସହିବେ । ତେଣୁ ବୃହତ୍ତ ଶକ୍ତି ମାନଙ୍କର ବର୍ତ୍ତମାନ କ୍ଷେତ୍ରରେ ବଡ ଭୂମିକା ରହିଥିବା କହିଛନ୍ତି ଇମ୍ରାନ୍ ।