ଗାଦି ଛାଡ଼ିବେ ଇମ୍ରାନ

ଇସଲାମାବାଦ,୨୪ା୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଅନୁଭବ କରସାରିଲେଣି ଯେ, ତାଙ୍କ ସରକାର ମାତ୍ର କିଛିଦିନର। ସେଥିପାଇଁ ସେ ବର୍ତ୍ତମାନ ଦେଶର ସାଧାରଣଙ୍କ ସମର୍ଥନ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ମାର୍ଚ୍ଚ ୨୭ରେ ଇସଲାମାବାଦର ପ୍ୟାରେଡ ଗ୍ରାଉଣ୍ଡରେ ବହୁ ସଂଖ୍ୟାରେ ତାଙ୍କ ସହ ଏକାଠି ହେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏପରିକି ସେ ଏହି ବାର୍ତ୍ତାରେ କହିଛନ୍ତି, ତାଙ୍କ ଦେଶର ଲୋକମାନେ ବିରୋଧୀଙ୍କୁ କହିବା ଉଚିତ ଯେ, ସେମାନେ ତାଙ୍କ ସହ ନୁହନ୍ତି ବରଂ ପିଟିଆଇ ସହିତ ଅଛନ୍ତି।

Share