ବାଲେଶ୍ୱରରେ ପ୍ରତାପ ଷଡଙ୍ଗୀ ଆଗୁଆ, ପଛରେ ପଡିଲେ ଶ୍ରୀକାନ୍ତ-ଲେଖାଶ୍ରୀ

ଭୁବନେଶ୍ୱର,୪।୬: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଭାଜପା ଆଗରେ ଥିବା ବେଳେ ପଛରେ ପଡି ଯାଇଛି ବିଜେଡି ଓ କଂଗ୍ରେସ। ସେହିପରି ବାଲେଶ୍ୱରରେ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ପଛରେ ପଡି ଯାଇଛନ୍ତି ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତରାୟ ଓ ଶ୍ରୀକାନ୍ତ ଜେନା।

ବାଲେଶ୍ୱର ଏମପି ପ୍ରାର୍ଥୀ ପ୍ରତାପ ୮୮,୯୮୧ ଆସନରେ ଆଗୁଆ ଥିବାବେଳେ ଲେଖଶଶ୍ରୀ ୭୨,୦୪୯ ଓ ଶ୍ରୀକାନ୍ତ ୩୫,୧୭୦ ଭୋଟରେ ପଛରେ ଅଛନ୍ତି।

Share