Advertisement

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୮୧

ଭଦ୍ରକ ଅଫିସ, ୨୦।୭: ରାଜ୍ୟରେ ସୋମବାରୁ ୬୭୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲାରୁ ରହିଛନ୍ତି ୫୮ଜଣ। ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକ ଜିଲାରେ ମୋଟ ସଂଖ୍ୟା ପହଞ୍ଚିଛି ୩୮୧ରେ। ଜିଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସିରେ ୩୧ ତାରିଖଯାଏ ଲକ୍‌ଡାଉନ ଘୋଷଣା କରି ବ୍ୟାପକ ପରୀକ୍ଷା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share