ଏଇ ଭାରତରେ

ଚାକିରି ସହ ଚାଷ କରିବା କଷ୍ଟକର ହୋଇଥିଲେ ମଧ୍ୟ ସେଥିରେ ସଫଳ ହୋଇଛନ୍ତି କେରଳର ଇଞ୍ଜିନିୟର ପାର୍ବତୀ ମୋହନାନ୍‌। ପାର୍ବତୀ ଫୁଲଚାଷ କରି ସେଥିରୁ ମାସକୁ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନିକଟକୁ ଦିନକୁ ୧୦୦ ପର୍ଯ୍ୟନ୍ତ ଅର୍ଡର ଆସୁଛି। ପାର୍ବତୀଙ୍କ ଘର ଆଲପ୍ପୁଜା ଜିଲା ମୁହାମ୍ମା ପଞ୍ଚାୟତରେ। ସେ ଅଧ ଏକର ଜମିରେ ପର୍ତ୍ତୁଲାକା ଫୁଲଚାଷ କରୁଛନ୍ତି। ବଡ଼ କଥା ହେଉଛି ସେ ଚାକିରିରୁ ସମୟ ବାହାର କରି ଏହି ଚାଷ ଜାରି ରଖିଛନ୍ତି। ପାର୍ବତୀ କୋଚିରେ ଏକ ଆଇଟି କମ୍ପାନୀରେ ସଫ୍ଟଓ୍ବେର ଟେଷ୍ଟର ଭାବେ କାମ କରୁଛନ୍ତିି। ସେ ସପ୍ତାହାନ୍ତରେ ଘରକୁ ଆସି ଫଲ ବଗିଚାର ଯତ୍ନ ନେବା ସହ ବ୍ୟବସାୟ ସମ୍ପର୍କରେ ବୁଝନ୍ତି। ସେ ପ୍ରଥମେ ବଗିଚାରେ ୩୦ ପ୍ରକାର ପର୍ତ୍ତୁଲାକା ଫୁଲଚାଷ କରୁଥିଲେ। ଏବେ ୩୦୦୦ କିସମର ଫୁଲଚାଷ କରୁଛନ୍ତି। ଏହାକୁ ସେ ଭାରତର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଯାତ୍ରା

ଯାତ୍ରାରେ ଅଶ୍ଳୀଳତା ଏବେ ରାଜ୍ୟର ଗଣମାଧ୍ୟମରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି। ଅନେକ ଯାତ୍ରା ମଞ୍ଚରେ ଏହି ନୃତ୍ୟ ଯୋଗୁ ଅସ୍ବାଭାବିକ ପରିସ୍ଥିତି ମଧ୍ୟ ସୃଷ୍ଟି...

ବିଦ୍ୟାଳୟ ଶିକ୍ଷାର ଦୁଇଟି ଆହ୍ବାନ

ଆଜି ଛାତ୍ରୀଛାତ୍ରମାନଙ୍କ ଭିତରେ ଦୁଇ ପ୍ରକାରର ଜ୍ଞାନର ଅଭାବ ଦେଖାଦେଇଛି ଯଥା: ଅକ୍ଷର ଓ ବିଚାର। ମାନେ ଗୋଟିଏ ହେଉଛି ବିଷୟଗତ ମୌଳିକ ଜ୍ଞାନ ଓ...

ପ୍ରଥମେ ଡାକ୍ତରଙ୍କୁ ସୁରକ୍ଷା

ଉତ୍ତମ ସ୍ବାସ୍ଥ୍ୟସେବା ଏକ ସମନ୍ବିତ ଓ ବିକଶିତ ଭିତ୍ତିଭୂମି ଉପରେ ନିର୍ଭର କରେ। ଅର୍ଥାତ୍‌ ଉତ୍ତମ ପରିବେଶରେ ହସ୍ପିଟାଲ, ଗୁଣବତ୍ତା ଚିକିତ୍ସାର ଉପଲବ୍ଧତା, ଡାକ୍ତର ଓ...

ଡିଜିଟାଲ ଶୋଷଣ ମହାମାରୀ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଚାଇଲ୍ଡ ଫଣ୍ଡ, ଇଣ୍ଡିଆର ମିଳିତ ଉଦ୍ୟମରେ ୱେବ୍‌ ସେଫ୍‌ ଆଣ୍ଡ ୱାଇଜ୍‌ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।...

ସମାଜର ପ୍ରଗତି ଓ ଦୁର୍ଗତି

ସମୟକ୍ରମେ ସମାଜରେ ପରିବର୍ତ୍ତନ ଘଟିଥାଏ। ଏହି ପରିବର୍ତ୍ତନ ସମ୍ପର୍କରେ ସମାଜଶାସ୍ତ୍ରରୁ ବାସ୍ତବ ଆକଳନ କରି ହେବ। ଫରାସୀ ଚିନ୍ତକ ଅଗଷ୍ଟ କମ୍‌ଟେ (୧୭୯୮-୧୮୫୭)ଙ୍କୁ ସମାଜଶାସ୍ତ୍ରର ଜନକ...

ବାଣ ଫୁଟାଅନି

ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବେ। ଏହା ପୂର୍ବରୁ ତାଙ୍କର କେତେକ ମନ୍ତବ୍ୟ ବିଶ୍ୱ ଭୂରାଜନୈତିକ ତଥା...

ଆଭ୍ୟନ୍ତରୀଣ ପ୍ରଦୂଷଣ

ଆମ ଚତୁଃପାର୍ଶ୍ୱସ୍ଥ ବାୟୁମଣ୍ଡଳ ଦିନକୁ ଦିନ ବିଷାକ୍ତ ହୋଇ ଚାଲିଛି। ବାୟୁ ପ୍ରଦୂଷଣ କଥା ଆସିଲେ ଆମ ଆଖିଆଗରେ ଧୂଆଁ, ଧୂଳି ଓ ମାରାତ୍ମକ ଭାସମାନ...

ରାଜନୀତିରେ ବୟସ ସୀମା

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ମୁହଁାମୁହିଁ ତର୍କମାଳାର ପ୍ରଥମ ଅବସରରେ ଜୋ ବାଇଡେନ୍‌ ଥଙ୍ଗେଇଗଲେ ବୋଲି ଡେମୋକ୍ରାଟ୍‌ ଦଳର ବହୁତ ନେତା କହିହେଲେ ତାଙ୍କୁ ବାର୍ଦ୍ଧକ୍ୟ ଘାରିଲାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri