Categories: ଜାତୀୟ

ରାଜନାଥ ସିଂଙ୍କୁ ଭେଟିଲେ ମେଇତି ଗୋଷ୍ଠୀ

ଇମ୍ଫାଲ,୧୫।୯: ଇମ୍ଫାଲର ମେଇତି ଗୋଷ୍ଠୀ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ସାକ୍ଷାତକାରରେ ସେମାନେ ରାଜ୍ୟରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଫୋର୍ସ ପକ୍ଷପାତିତା କରୁଛି। ପ୍ରତିନିଧିମାନେ ଦିଲ୍ଲୀସ୍ଥିତ ବାସଭବନରେ ରାଜନାଥ ସିଂଙ୍କୁ ଭେଟି ଏକ ସ୍ମାରକପତ୍ର ଦାଖଲ କରିଛନ୍ତି।

Share