ରାଇସ ମିଲ୍‌ରେ ଆୟକର ଚଢ଼ାଉ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳାସ୍ଥିତ ରାଇସ ମିଲ୍‌ରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛିି। ଆୟକର ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ବିଭାଗ କ’ଣ ତଥ୍ୟ ପାଇଛନ୍ତି ସ୍ପଷ୍ଟ ଜଣାପଡ଼ିନାହିଁ। ତେବେ ମିଲର ମାଲିକ ଶିବ ଅଗ୍ରୱାଲ କହିଛନ୍ତି, ଗୋଟିଏ ସ୍ଥାନରେ ଏହି ଚଢ଼ାଉ ହୋଇଛି।

Share