Advertisement

ରାଜ୍ୟରେ ସୁସ୍ଥ ହେଲେ ୩୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନାରୁ ୩୨୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୪୦, ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡ଼ାରୁ ୨୦, ବାଲେଶ୍ୱରରୁ ୧୯, ବରଗଡ଼ରୁ ୧୮, ଅନୁଗୁଳ, କଳାହାଣ୍ଡି, ମୟୂରଭଂଜରୁ ୧୭, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, ରାୟଗରୁ ୧୩, ବଲାଙ୍ଗୀରରୁ ୧୧, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୭, ଗଂଜାମ, କେନ୍ଦ୍ରାପଡ଼ା, ମାଲକାନଗିରରୁ ୬, ବୌଦ୍ଧ, ଭଦ୍ରକରୁ ୪, ନୟାଗଡ଼, ନୂଆପଡ଼ାରୁ ୩, ଦେବଗଡ଼, ଢେଙ୍କାନାଳ, କେରାପୁଟ, ନବରଂଗପୁରରୁ ୨ ଓ ଗଜପତିରୁ ଜଣେ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share