ଏଇ ଭାରତରେ

ରୋଷେଇ ଘରୁ ବାହାରୁଥିବା ବର୍ଜ୍ୟ ବାହାରେ ଫିଙ୍ଗି ଦେବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ସମସ୍ୟାର ସମାଧାନ କରିବାକୁ ସଫଳ ହୋଇଥିବା ମହିଳା ଜଣକ ହେଉଛନ୍ତି ହାଇଦ୍ରାବାଦର ପାବନି ଲୋଲା। ସେ ୨୦୨୦ରେ ‘ଭାପ୍ରା କମ୍ପୋଷ୍ଟ’ର ବିକାଶ କରିଥିଲେ। ଏଥିରେ ଜୈବିକ ବର୍ଜ୍ୟକୁ ଖତରେ ପରିଣତ କରାଯାଉଛି। ସାତ ଦିନ ମଧ୍ୟରେ ଖତ ହୋଇଯାଉଛି। ପାରମ୍ପରିକ ପଦ୍ଧତିରେ ଖତ ହେବାକୁ ୪୦-୬୦ ଦିନ ଲାଗୁଥିବାେବେଳ ପ୍ରାକୃତିକ ଉପାୟରେ କମ୍ପୋଷ୍ଟର ତାପମାତ୍ରା ବୃଦ୍ଧି ନ କରି ଖତ ତିଆରି କରାଯାଇପାରୁଛି। ଏହାର ମୂଲ୍ୟ ୩,୫୦୦ ଟଙ୍କା ରଖାଯାଇଛି। ଜୈବିକ ବର୍ଜ୍ୟରେ ଗ୍ରୀନ୍‌ ମିକ୍ସ ପାଉଡର ମିଶାଇ କମ୍ପୋଷ୍ଟରେ ରଖାଯାଇଛି। ଗୋଟିଏ ମାସରେ ସେ ୬,୦୦୦ କମ୍ପୋଷ୍ଟିଙ୍ଗ କିଟ୍‌ ତେଲଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ନାଟକରେ ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି। ଏହି ଛୋଟ କମ୍ପୋଷ୍ଟରକୁ ଘରର ଯେ କୌଣସି ସ୍ଥାନରେ ରଖାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ଲାଷ୍ଟିକ ବଟଲ ଓ କଭର ଇତ୍ୟାଦିରୁ ଗ୍ରୋ ବ୍ୟାଗ୍‌ ତିଆରି କରୁଛନ୍ତି ଠାଣେର ଜିନୟ ଗାଡା। ତାଙ୍କୁ ଏବେ ବୟସ ୨୦। ଛାତ୍ରାବସ୍ଥାରେ ସେ ଏଭଳି...

ସ୍ୱାଧୀନ ପରିବର୍ତ୍ତନକାରୀ

ଅଷ୍ଟାଦଶ ଲୋକ ସଭାର ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଓଟପିଠିରେ ବସି ପାର୍ଲାମେଣ୍ଟ ଆସିଥିବା ରାଜସ୍ଥାନର ବନ୍‌ସଓ୍ବାରା ଏମ୍‌ପି ରାଜକୁମାର ରୋଆତ ଜାତୀୟ ସ୍ତରର...

ଦୁର୍ଘଟଣା ଓ ପଥ ସମ୍ମୋହନ

ବୈକୁଣ୍ଠନାଥ ମିଶ୍ର     ସରକାରୀ ଓ ବେସରକାରୀ ସ୍ତରରେ ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ...

ଅନାବଶ୍ୟକ ବିବୃତି

ଭାରତରେ ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ଏକ ରିପୋର୍ଟ ପ୍ରକାଶ କରିଛି। ଜୁନ୍‌ ୨୮ରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟ ବିରୋଧରେ...

ଏଇ ଭାରତରେ

ବୋନ୍‌ମ୍ୟାରୋ କ୍ୟାନ୍‌ସରକୁ ହରାଇ ଏକ ନୂତନ ଜୀବନ ଜିଉଛନ୍ତି ବାରାଣସୀର ଶ୍ୟାମ ଶ୍ରୀବାସ୍ତବ। ନୂଆ ଜୀବନରେ ଶିକ୍ଷାଦାନକୁ ବ୍ରତ କରିଛନ୍ତି ଓ ମାଗଣାରେ ଗରିବ, ଅସହାୟ...

ପୋଲିସର ନିରଙ୍କୁଶ ଗିରଫ କ୍ଷମତା

ହରିଶଙ୍କର ମିଶ୍ର   କବିବର ରାଧାନାଥ ରାୟ ଦେଶ ସ୍ବାଧୀନ ହେବାର ବହୁବର୍ଷ ଆଗରୁ ଦରବାର କାବ୍ୟରେ ଲେଖିଥିଲେ ଯେ ”କିଏ କହେ ମୁହିଁ ଅଟଇ...

ସଭ୍ୟତାର ପ୍ରତାରଣା

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ଆଦିମ ମାନବ ଅରଣ୍ୟରେ ରହୁଥିଲା ଓ ପଶୁପକ୍ଷୀ ଶିକାର କରି ସେମାନଙ୍କ ମାଂସ ଖାଇ ବଞ୍ଚୁଥିଲା। ସେ ପଶୁବତ୍‌ ଉଲଗ୍ନ...

Dillip Cherian

ବୈଦେଶିକ ସେବାରେ ମହିଳା

ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ମହିଳାଙ୍କ ସଂଖ୍ୟା ୨୦୧୪ରୁ ୨୦୨୨ ମଧ୍ୟରେ ୬.୬% ବୃଦ୍ଧି ପାଇ ବର୍ତ୍ତମାନ ୩୭.୮% ରହିଛି। ଉଲ୍ଲେଖନୀୟ ଯେ, ୨୦୧୮ରୁ ୨୦୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri