ଏଇ ଭାରତରେ

ବୟସ ୯୨। ହେଲେ ହାତ ଥମି ନାହିଁ କି ମନୋବଳ ଭାଙ୍ଗିନାହିଁ। ପ୍ଲାଷ୍ଟିକ ବର୍ଜ୍ୟର କିଭଳି ରିସାଇକ୍ଲିଂ ବା ପୁନଃ ଉପଯୋଗ କରାଯାଇପାରିବ ତାହାର ଏକ ପ୍ରେରଣାଦାୟକ ପଥ ଦେଖାଇଛନ୍ତି ଚେନ୍ନାଇର ଜାନକୀ ବିଶ୍ୱମ୍‌। ଅଦରକାରୀ ପ୍ଲାଷ୍ଟିକ୍‌ ଓ ବ୍ୟାଗ୍‌ରୁ ସେ ଟେବୁଲ ମ୍ୟାଟ୍‌, ଲଗେଜ୍‌ ଟ୍ୟାଗ୍‌, କ୍ୟାରି ବ୍ୟାଗ୍‌ ଓ ପାଉଚ୍‌ ଆଦି ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ତାମିଲନାଡୁରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ କରାଯିବା ପରେ ଜାନକୀ ଏହାର ପୁନଃ ବିନିଯୋଗ ଉପରେ ଚିନ୍ତା କରି ପ୍ରଥମେ ଘରେ ଥିବା ପ୍ଲାଷ୍ଟିକ୍‌ କଭର୍‌ର ରିସାଇକ୍ଲିଂ ଆରମ୍ଭ କରିଥିଲେ। ୟୁଟ୍ୟୁବ୍‌ରୁ ଏହାର କୌଶଳ ଶିକ୍ଷା କରି ସେ ଏହିି କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ହାତତିଆରି ଜିନିଷକୁ ସେ ବିକ୍ରି କରୁନାହାନ୍ତି। ତାଙ୍କର ଏହି କାର୍ଯ୍ୟ ଦେଖିବାକୁ ଆସୁଥିବା ଲୋକମାନଙ୍କୁ ସେଗୁଡ଼ିକ ଉପହାର ଆକାରରେ ଦେଇଥାନ୍ତି। ତାଙ୍କ ସାମଗ୍ରୀଗୁଡ଼ିକ ମଧ୍ୟରୁ ଯିଏ ଯାହା ପସନ୍ଦ କରନ୍ତି ସେ ତାଙ୍କୁ ତାହା ଦେଇଦିଅନ୍ତି। ଯେଉଁଦିନ ଲୋକମାନଙ୍କୁ ଜିନିଷ ଦେବା ଲାଗି କହିଥାନ୍ତି ଠିକ୍‌ ସେହିଦିନ ତାଙ୍କୁ ତାହା ଦିଅନ୍ତି। ସେ ସକାଳ ୪ଟାରୁ ଉଠନ୍ତି ଓ ନିତ୍ୟକ୍ରମ ସାରି ଦିନସାରା ଏହି କାର୍ଯ୍ୟରେ ଲାଗନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri